ଲଶୁନା Laṡunā

  • ସଂ. ବି. (ଲଶୁନ+ଆ) — ରତ୍ନ ବିଶେଷ, ବୈଦୁର୍ଯ୍ୟ—(ର ତଳେ ଟୀକା ଦେଖ) — A precious gem; the cat's eye
  • ସଂ. ବି. (ଲଶୁନ+ଆ) — [ଦ୍ର—ଏହା ନବରତ୍ନ ମଧ୍ୟରୁ ଏକ, ଏହାର ଧୂଆଁଟିଆ ବର୍ଣ୍ଣ। ଏହା ନାଲି, ହଳଦିଆ ଓ ସାଗୁଆ ବର୍ଣ୍ଣର ହୁଏ। ଯେଉଁ ରତ୍ନ ଉପରେ 3 ଟି ଅର୍ଦ୍ଧରେଖା ଥାଏ ତାହା ଉତ୍ତମ ବିବେଚିତ ହୁଏ। — [ଦ୍ର—ଏହା ନବରତ୍ନ ମଧ୍ୟରୁ ଏକ, ଏହାର ଧୂଆଁଟିଆ ବର୍ଣ୍ଣ ଏହା ନାଲି, ହଳଦିଆ ଓ ସାଗୁଆ ବର୍ଣ୍ଣର ହୁଏ ଯେଉଁ ରତ୍ନ ଉପରେ3ଟି ଅର୍ଦ୍ଧରେଖା ଥାଏ ତାହା ଉତ୍ତମ ବିବେଚିତ ହୁଏ