ଲରି Lari

  • ବୈଦେ. ବି (ଇଂ.) — ବହୁ ଲୋକ ବସିବା ପାଇଁ ବ୍ଯବହୃତ ଯନ୍ତ୍ର ଚାଳିତ ଚକ୍ର ଜାନ — Lorry
  • ପ୍ରାଦେ (ସମ୍ବଲପୁର) ବିଣ — ଛୋଟ (ଡାଳ ବା ଗଛ) — Small. (tree or branch)
  • ପ୍ରାଦେ (ସମ୍ବଲପୁର) ବିଣ — କୋମଳ (ଡାଳ ବା ଗଛ) — Soft; tender (tree or branch)
  • ବି — ଗୁଳ୍ମ — Plant