ଲମ୍ପଟ Lampaṭa
- ସଂ. ବିଣ. ପୁଂ. (ରମ୍ ଧାତୁ+କର୍ତ୍ତୃ. ଅଟ, ନିପାତନ) — କାମାସକ୍ତ; କାମୁକ — Lecherous; lascivious; lustful; lewd
- ସଂ. ବିଣ. ପୁଂ. (ରମ୍ ଧାତୁ+କର୍ତ୍ତୃ. ଅଟ, ନିପାତନ) — ପର— ସ୍ତ୍ରୀଲୋଲୁପ — Adulterous
- ସଂ. ବିଣ. ପୁଂ. (ରମ୍ ଧାତୁ+କର୍ତ୍ତୃ. ଅଟ, ନିପାତନ) — [ଉ—ବିଚାରେ ଲମ୍ପଟ, ଓ ନିଶ୍ଚେ କପଟ, ବହେ ଅମୂଲ୍ୟ ପଟମୁକୁଟ ଏ । ଭଞ୍ଜ. ବୈଦେହୀଶବିଳାସ ।]
- ସଂ. ବିଣ. ପୁଂ. (ରମ୍ ଧାତୁ+କର୍ତ୍ତୃ. ଅଟ, ନିପାତନ) — ସ୍ନେହୀ; ଅନୁରାଗୀ — Loving
- ସଂ. ବିଣ. ପୁଂ. (ରମ୍ ଧାତୁ+କର୍ତ୍ତୃ. ଅଟ, ନିପାତନ) — [ଉ—ଭୋଜବିଦ୍ୟା ବିଦ୍ୟକ ବୃନ୍ଦଙ୍କ କଉତୁକ କପଟ ଲମ୍ପଟ କରୁଛି। ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ ।]
- ସଂ. ବିଣ. ପୁଂ. (ରମ୍ ଧାତୁ+କର୍ତ୍ତୃ. ଅଟ, ନିପାତନ) — ଲୋଲୁପ; ଲୋଭୀ; ଲୁବ୍ଧ — Covetous
- ସଂ. ବିଣ. ପୁଂ. (ରମ୍ ଧାତୁ+କର୍ତ୍ତୃ. ଅଟ, ନିପାତନ) — କୌଣସି ବିଷୟ ପାଇଁ ଅତି ଉତ୍ସୁକ — Hankering after anything
- ବି. ପୁଂ. — କାମୁକ ବ୍ଯକ୍ତି — A lecher
- ବି. ପୁଂ. — ପରସ୍ତ୍ରୀ ଲୋଲୁପ ବ୍ଯକ୍ତି — Adulterer
- ବି. ପୁଂ. — ଜାର; ଉପପତି (ହି. ଶ.) — Paramour
- ଦେ. ବି — ଲୋଭ — Avarice
- ଦେ. ବି — [ଉ—ବଣିକ ଭାବ ଲମ୍ପଟ, ପ୍ରକଟ କରି ମର୍କଟ, କନକ କଟକ ଭଗ୍ନ ଜାଳେ। ଭଞ୍ଜ. ବୈଦେହୀଶବିଳାସ।]