ଲମକ Lamaka

  • ସଂ. ବି. ପୁଂ. (ରମ୍ ଧାତୁ=ରମଣ କରିବା+କର୍ତ୍ତୃ. ଅକ) — ଜାର; ଉପପତି — A paramour; an illicit lover
  • ସଂ. ବି. ପୁଂ. (ରମ୍ ଧାତୁ=ରମଣ କରିବା+କର୍ତ୍ତୃ. ଅକ) — ଲମ୍ପଟ ବ୍ଯକ୍ତି (ହି. ଶ.) — Adulterer