ଲଭ୍ୟ Labhya
- ସଂ. ବିଣ (ଲଭ୍ ଧାତୁ+କର୍ମ. ଯ) — ପ୍ରାପ୍ୟ — Obtainable
- ସଂ. ବିଣ (ଲଭ୍ ଧାତୁ+କର୍ମ. ଯ) — ଯାହା ମିଳିବା ଉଚିତ; ଯାହା ଲାଭ ହେବ ବା ହେବାର ଉପଯୁକ୍ତ — To be got; fit to be got; due
- ସଂ. ବିଣ (ଲଭ୍ ଧାତୁ+କର୍ମ. ଯ) — ଉଚିତ — Fit; proper; suitable (Apte)
- ଦେ. ବି — ଲାଭ; ମୁନାଫା; ଲଫା — Gain; profit
- ଦେ. ବି — ପ୍ରାପ୍ତି — Acquisition
- ଦେ. ବି — ସୁଧ; ବୃଦ୍ଧି — Interest (on money lent)
- ଦେ. ବି — (ଗଣିତ) ଭାଗଫଳ — (mathematics) Quotient
- ଦେ. ବି — ପାଉଣା; ପ୍ରାପ୍ୟ ଧନାଦି — Dues
- ଦେ. ବି — ଆୟ — Earning; income