ଲଭସ Labhasa

  • ସଂ. ବି (ଲଭ୍ ଧାତୁ+କର୍ତ୍ତୃ. ଅସ) — ଯାଚକ; ଭିକ୍ଷୁକ — A suitor; a beggar
  • ସଂ. ବି (ଲଭ୍ ଧାତୁ+କର୍ତ୍ତୃ. ଅସ) — (+କର୍ମ. ଅସ) ଧନ — Wealth
  • ସଂ. ବି (ଲଭ୍ ଧାତୁ+କର୍ତ୍ତୃ. ଅସ) — (+କରଣ. ଅସ) ଅଶ୍ୱର ପାଦ— ବନ୍ଧନ ରଜ୍ଜୁ — A rope to fasten or tie the feet of a horse