ଲବ୍ୱେ Labbe

  • ଦେ. କ୍ରି. ବିଣ—(ସଂ. ଲବ) — ଲବ ମାତ୍ର; କିଛି ମାତ୍ର; ଅଣୁ ମାତ୍ର; ତିଳେ ମାତ୍ର — A little; at all
  • ଦେ. କ୍ରି. ବିଣ—(ସଂ. ଲବ) — [ଉ—ଏଥିରେ ସନ୍ଦେହକୁ ନ କର ବାବୁ ଲବେ । କୃଷ୍ଣସିଂହ. ମହାଭାରତ. ଆଦି।]
  • ପ୍ରାଦେ. (କଟକ ସହର) ବି. ଓ ବିଣ — ନବେ (ଦେଖ) — Nabe (See)