ଲବଣ Labaṇa

  • ସଂ. ବି—(ଲୁ ଧାତୁ=ଚ୍ଛେଦନ କରିବା+କର୍ତ୍ତୃ. ଅନ); ଏହା ମଇଳାକୁ ଛେଦନ ବା ବିଶ୍ଳେଷଣ କରେ) — କ୍ଷାର ରସ— ଯୁକ୍ତ ଦ୍ରବ୍ୟ ବିଶେଷ; ଲୁଣ — 1. Salt
  • ସଂ. ବି—(ଲୁ ଧାତୁ=ଚ୍ଛେଦନ କରିବା+କର୍ତ୍ତୃ. ଅନ); ଏହା ମଇଳାକୁ ଛେଦନ ବା ବିଶ୍ଳେଷଣ କରେ) — [ଦ୍ର—ବୈଦ୍ଯକ ମତରେ ଏହା ପାଞ୍ଚ ପ୍ରକାର ଯଥା— ସୌବର୍ଚ୍ଚଳ, ସୈନ୍ଧବ, ବିଟ, ଔଦ୍ଭିଦ ଓ ସାମୁଦ୍ର। ଏହି ସମସ୍ତକୁ ପଞ୍ଚଲବଣ ବୋଲାଯାଏ।
  • ସଂ. ବି—(ଲୁ ଧାତୁ=ଚ୍ଛେଦନ କରିବା+କର୍ତ୍ତୃ. ଅନ); ଏହା ମଇଳାକୁ ଛେଦନ ବା ବିଶ୍ଳେଷଣ କରେ) — (1) ସୌବର୍ଚ୍ଚଳ ଲବଣ—ଏହାକୁ ଦେଶଜ ଭାଷାରେ ସଚଳ ଲବଣ କୁହାଯାଏ। ଏହା 'ସୋରା'। — (1)ସୌବର୍ଚ୍ଚଳ ଲବଣ—ଏହାକୁ ଦେଶଜ ଭାଷାରେ ସଚଳ ଲବଣ କୁହାଯାଏ ଏହା 'ସୋରା'(soda; unaqua sodium chloride)ଅଟେ
  • ସଂ. ବି—(ଲୁ ଧାତୁ=ଚ୍ଛେଦନ କରିବା+କର୍ତ୍ତୃ. ଅନ); ଏହା ମଇଳାକୁ ଛେଦନ ବା ବିଶ୍ଳେଷଣ କରେ) — (2) ସୈନ୍ଧବ ଲବଣ—ଏହା ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରେ ସିନ୍ଧୁ ପ୍ରଦେଶର ଖଣିରୁ ଉତ୍ପନ୍ନ ହୁଏ। — (2)ସୈନ୍ଧବ ଲବଣ—ଏହା ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରେ ସିନ୍ଧୁ ପ୍ରଦେଶର ଖଣିରୁ ଉତ୍ପନ୍ନ ହୁଏ
  • ସଂ. ବି—(ଲୁ ଧାତୁ=ଚ୍ଛେଦନ କରିବା+କର୍ତ୍ତୃ. ଅନ); ଏହା ମଇଳାକୁ ଛେଦନ ବା ବିଶ୍ଳେଷଣ କରେ) — (3) ବିଟ ଲବଣ—ଏହା କୃଷ୍ଣବର୍ଣ୍ଣ ଓ ଦୁର୍ଗନ୍ଧଯୁକ୍ତ ଏହା ଖଣିରୁ ବାହାରେ ଏବଂ ଖାଦ୍ୟ—ପାଚକ ରୂପେ ଔଷଧରେ ବ୍ଯବହୃତ ହୁଏ। — (3)ବିଟ ଲବଣ—ଏହା କୃଷ୍ଣବର୍ଣ୍ଣ ଓ ଦୁର୍ଗନ୍ଧଯୁକ୍ତ ଏହା ଖଣିରୁ ବାହାରେ ଏବଂ ଖାଦ୍ୟ—ପାଚକ ରୂପେ ଔଷଧରେ ବ୍ଯବହୃତ ହୁଏ
  • ସଂ. ବି—(ଲୁ ଧାତୁ=ଚ୍ଛେଦନ କରିବା+କର୍ତ୍ତୃ. ଅନ); ଏହା ମଇଳାକୁ ଛେଦନ ବା ବିଶ୍ଳେଷଣ କରେ) — (4) ଔଦ୍ଭିଦ ଲବଣ—ଏହାର ଅନ୍ଯ ନାମ ପାଂଶୁ ଲବଣ। ଉଦ୍ଭିଦର ପାଉଁଶକୁ ପାଣିରେ ଗୋଳିଲେ ପାଣି ତଳେ ଏହି ଲୁଣ ବସିଯାଏ। — (4)ଔଦ୍ଭିଦ ଲବଣ—ଏହାର ଅନ୍ଯ ନାମ ପାଂଶୁ ଲବଣ ଉଦ୍ଭିଦର ପାଉଁଶକୁ ପାଣିରେ ଗୋଳିଲେ ପାଣି ତଳେ ଏହି ଲୁଣ ବସିଯାଏ
  • ସଂ. ବି—(ଲୁ ଧାତୁ=ଚ୍ଛେଦନ କରିବା+କର୍ତ୍ତୃ. ଅନ); ଏହା ମଇଳାକୁ ଛେଦନ ବା ବିଶ୍ଳେଷଣ କରେ) — (5) ସାମୁଦ୍ର ଲବଣ—ଏହାର ଅନ୍ଯ ନାମ କରକଚ ଲୁଣ ବା ପଙ୍ଗା ଲୁଣ। ସମୁଦ୍ର ପାଣିକୁ ଖରାରେ ଶୁଖାଇ ବା ନିଆଁରେ ଫୁଟାଇ ଏହି ଲୁଣ ବାହାର କରାଯାଏ। — (5)ସାମୁଦ୍ର ଲବଣ—ଏହାର ଅନ୍ଯ ନାମ କରକଚ ଲୁଣ ବା ପଙ୍ଗା ଲୁଣ ସମୁଦ୍ର ପାଣିକୁ ଖରାରେ ଶୁଖାଇ ବା ନିଆଁରେ ଫୁଟାଇ ଏହି ଲୁଣ ବାହାର କରାଯାଏ
  • ସଂ. ବି—(ଲୁ ଧାତୁ=ଚ୍ଛେଦନ କରିବା+କର୍ତ୍ତୃ. ଅନ); ଏହା ମଇଳାକୁ ଛେଦନ ବା ବିଶ୍ଳେଷଣ କରେ) — ଏହି ପଞ୍ଚବିଧ ଲବଣ ଛଡ଼ା ଆହୁରି କେତେ ପ୍ରକାର ଲବଣ ମଧ୍ୟ ଅଛି। ଯଥା।
  • ସଂ. ବି—(ଲୁ ଧାତୁ=ଚ୍ଛେଦନ କରିବା+କର୍ତ୍ତୃ. ଅନ); ଏହା ମଇଳାକୁ ଛେଦନ ବା ବିଶ୍ଳେଷଣ କରେ) — (1) କାଚଲବଣ—ଏହି ଲବଣ ଖଣିରୁ ଜାତ ଓ କୃଷ୍ଣବର୍ଣ୍ଣ। — (1)କାଚଲବଣ—ଏହି ଲବଣ ଖଣିରୁ ଜାତ ଓ କୃଷ୍ଣବର୍ଣ୍ଣ
  • ସଂ. ବି—(ଲୁ ଧାତୁ=ଚ୍ଛେଦନ କରିବା+କର୍ତ୍ତୃ. ଅନ); ଏହା ମଇଳାକୁ ଛେଦନ ବା ବିଶ୍ଳେଷଣ କରେ) — (2) ଔଷର ଲବଣ—ଏହାର ଅନ୍ଯ ସଂସ୍କୃତ ନାମ ଦ୍ରୋଣି ଲବଣ ଏବଂ ଦେଶଜ ନାମ ଖାରିଲୁଣ। ଲୁଣକୁ ମାଟିରୁ ପୃଥକ୍ କରାଯାଇ ଏହି କ୍ଷାରସ୍ୱାଦ ଲବଣ ବାହାର କରାଯାଏ। — (2)ଔଷର ଲବଣ—ଏହାର ଅନ୍ଯ ସଂସ୍କୃତ ନାମ ଦ୍ରୋଣି ଲବଣ ଏବଂ ଦେଶଜ ନାମ ଖାରିଲୁଣ ଲୁଣକୁ ମାଟିରୁ ପୃଥକ୍ କରାଯାଇ ଏହି କ୍ଷାରସ୍ୱାଦ ଲବଣ ବାହାର କରାଯାଏ
  • ସଂ. ବି—(ଲୁ ଧାତୁ=ଚ୍ଛେଦନ କରିବା+କର୍ତ୍ତୃ. ଅନ); ଏହା ମଇଳାକୁ ଛେଦନ ବା ବିଶ୍ଳେଷଣ କରେ) — (3) ରୌମକ ଲବଣ ବା ଶାକମ୍ବରୀ ଲବଣ—ଏହାର ଅନ୍ଯ ନାମ ଶାମ୍ବରୀ ଲବଣ। ରାଜପୁତାନାର ଶମ୍ବର ହ୍ରଦର ଲୁଣି ଜଳକୁ ଶୁଖାଇ ତହିଁରୁ ଏହି ଲବଣ ପ୍ରସ୍ତୁତ କରାଯାଏ। ଖଣିରୁ, ସମୁଦ୍ର ପାଣିରୁ, ପର୍ବତରୁ, ପାଉଁଶରୁ ଓ ଖାରୀ ମାଟିରୁ ଲବଣ ବାହାରେ। ରାସାୟନିକ ପ୍ରକ୍ରିୟାରେ ମଧ୍ୟ ଲବଣ ବାହାର କରାଯାଏ।] — (3)ରୌମକ ଲବଣ ବା ଶାକମ୍ବରୀ ଲବଣ—ଏହାର ଅନ୍ଯ ନାମ ଶାମ୍ବରୀ ଲବଣ ରାଜପୁତାନାର ଶମ୍ବର ହ୍ରଦର ଲୁଣି ଜଳକୁ ଶୁଖାଇ ତହିଁରୁ ଏହି ଲବଣ ପ୍ରସ୍ତୁତ କରାଯାଏ ଖଣିରୁ, ସମୁଦ୍ର ପାଣିରୁ, ପର୍ବତରୁ, ପାଉଁଶରୁ ଓ ଖାରୀ ମାଟିରୁ ଲବଣ ବାହାରେ ରାସାୟନିକ ପ୍ରକ୍ରିୟାରେ ମଧ୍ୟ ଲବଣ ବାହାର କରାଯାଏ]
  • ସଂ. ବି—(ଲୁ ଧାତୁ=ଚ୍ଛେଦନ କରିବା+କର୍ତ୍ତୃ. ଅନ); ଏହା ମଇଳାକୁ ଛେଦନ ବା ବିଶ୍ଳେଷଣ କରେ) — ଲବଣ ସମୁଦ୍ର — The salt sea