ଲବଣା Labaṇā

  • ସଂ. ବି (ଲବଣ+ଆ) — ଲାବଣ୍ୟ — Charm; grace
  • ସଂ. ବି (ଲବଣ+ଆ) — ଦୀପ୍ତି; ଔଜ୍ଜ୍ୱଲ୍ୟ — Lustre; brilliance
  • ସଂ. ବି (ଲବଣ+ଆ) — ନଦୀ ବିଶେଷ — Name of a river
  • ସଂ. ବି (ଲବଣ+ଆ) — ଯେ ଶତ୍ରୁ କର୍ତ୍ତୃକ ନିହତ ହୋଇଅଛି; ନିହତ ଶତ୍ରୁକ ବ୍ଯକ୍ତି — One who has been killed by the enemy
  • ସଂ. ବି (ଲବଣ+ଆ) — ମହାଜ୍ୟୋତିଷ୍ମତୀ ଲତା — Cardiospermum Helicacabum
  • ସଂ. ବି (ଲବଣ+ଆ) — ଆମ୍ବ ଆଦି ଖଟା ଫଳର ରସରେ ଲୁଣ ଦେଇ ପ୍ରସ୍ତୁତ କରାଯିବା ପାଚକ ପଦାର୍ଥ (ହି. ଶ.) — A preparation for indigestion
  • ସଂ. ବି (ଲବଣ+ଆ) — ଚାଙ୍ଗୁଡ଼ି (ହି. ଶ.) — Tray
  • ସଂ. ବି (ଲବଣ+ଆ) — ଅମ୍ଳଲୋଣୀ ଶାକ (ହି. ଶ.) — Purslane