ଲଦିବା Ladibā
- ଦେ. କ୍ରି (ସଂ. ଲବ୍ଧ; ପ୍ରା. ଲଦ୍ଧ; ତୁଳ ଇଂ. Load ଲୋଡ୍) — କୌଣସି ପଦାର୍ଥ ଉପରେ ବୋଝ ବା ଭାର ରଖିବା; ବୋଝାଇ କରିବା — To load
- ଦେ. କ୍ରି (ସଂ. ଲବ୍ଧ; ପ୍ରା. ଲଦ୍ଧ; ତୁଳ ଇଂ. Load ଲୋଡ୍) — [ଉ—ଲଦିଲେ କଣ୍ଟା ଲଟା ତାହାର ଉପରେ । କୃଷ୍ଣସିଂହ. ମହାଭାରତ, ବନ।]
- ଦେ. କ୍ରି (ସଂ. ଲବ୍ଧ; ପ୍ରା. ଲଦ୍ଧ; ତୁଳ ଇଂ. Load ଲୋଡ୍) — ଇଚ୍ଛା ବିରୋଧରେ କୌଣସି ବ୍ଯକ୍ତି ଉପରେ କୌଣସି ଭାର ଚାପିବା — To put a load or weight on a person against his wish
- ଦେ. କ୍ରି (ସଂ. ଲବ୍ଧ; ପ୍ରା. ଲଦ୍ଧ; ତୁଳ ଇଂ. Load ଲୋଡ୍) — [ଉ—ଆପଣ ଗୁରୁ ହୋଇ ବସିଥିବା ଠାରେ, ଏଡେ ଭାର କିମ୍ପା ଲଦୁଛ ମୋହ ଠାରେ। କୃଷ୍ଣସିଂହ. ମହାଭାରତ. ଶାନ୍ତି।]
- ଦେ. କ୍ରି (ସଂ. ଲବ୍ଧ; ପ୍ରା. ଲଦ୍ଧ; ତୁଳ ଇଂ. Load ଲୋଡ୍) — ଉପର୍ଯ୍ୟୁପରି ପ୍ରହାର କରିବା — To give repeated blows
- ଦେ. କ୍ରି (ସଂ. ଲବ୍ଧ; ପ୍ରା. ଲଦ୍ଧ; ତୁଳ ଇଂ. Load ଲୋଡ୍) — ଉପର୍ଯ୍ୟୁପରି ବୃଷ୍ଟି କରିବା — To rain profusely
- ଦେ. କ୍ରି (ସଂ. ଲବ୍ଧ; ପ୍ରା. ଲଦ୍ଧ; ତୁଳ ଇଂ. Load ଲୋଡ୍) — (ଯଥା—ଦେହରେ ଗୁଡ଼ାଏ ବିଧା ଲଦିବା, ବର୍ଷା ଅସରାକୁ ଅସରା ଲଦିବା।)
- ଦେ. କ୍ରି (ସଂ. ଲବ୍ଧ; ପ୍ରା. ଲଦ୍ଧ; ତୁଳ ଇଂ. Load ଲୋଡ୍) — କୌଣସି ବସ୍ତୁ ଉପରେ ଅନ୍ଯ ବସ୍ତୁକୁ ରଖିବା ବା ସ୍ଥାପିତ କରିବା — To place a thing on another
- ଦେ. କ୍ରି (ସଂ. ଲବ୍ଧ; ପ୍ରା. ଲଦ୍ଧ; ତୁଳ ଇଂ. Load ଲୋଡ୍) — [ଉ—ଚିରବଚାରୁ ପେଟ ହେବାକାଳେ ଶକଟ ହେଲାଣି ଯାହା ସେ ବିଲୋଳ ମୃଦୁ, ନ ଥିଲା କିଛି ଜଣା, ଏବେ ଯାଉଛି ଶୁଣା ତୁ ପୁଣି ଚୁମ୍ବି ତହିଁ ସ୍ତନ ଲଦୁ। କବିସୂର୍ଯ୍ୟ, ସଂଗୀତ]