ଲଦକା Ladakā

  • ଦେ. ବିଣ (ସଂ. ଲିପ୍ତ ଦେହ) — ଲାଦୁକା; ଅତ୍ୟନ୍ତ ଭାରି ଓ ବୃହଦାକାର; ଭାରି ଓ ବେଡଉଲ — Very heavy and large; cumbrous
  • ଦେ. ବିଣ (ସଂ. ଲିପ୍ତ ଦେହ) — ଅତିରିକ୍ତଭାବରେ ବୋଝାଇ କରାଯାଇ ଥିବା — Excessively laden