ଲଥ Latha
- ଦେ. ବି (ସଂ. ନସ୍ତ=ନାସିକ; ନାଥ=ନାସାପ୍ରୋତ ରଜ୍ଜୁ; ବା ନଟ୍ ଧାତୁ=ଦୋଦୁଲ୍ୟମାନ ହେବା) — ନଥ; ନୋଥ; ଲୋଥ; ସ୍ତ୍ରୀଲୋକମାନଙ୍କର ବାଆଁ ନାକର ପୁଡ଼ାରେ ପିନ୍ଧାଯିବା ଚକ୍ରାକୃତି ସ୍ୱର୍ଣ୍ଣ ବଳୟ — A circular gold ring worn by women on the left nostril
- ଦେ. ବି (ସଂ. ନସ୍ତ=ନାସିକ; ନାଥ=ନାସାପ୍ରୋତ ରଜ୍ଜୁ; ବା ନଟ୍ ଧାତୁ=ଦୋଦୁଲ୍ୟମାନ ହେବା) — [ଦ୍ର—ଆମ ଦେଶରେ ଓଡ଼ିଆଣୀମାନେ ନାକର ଡାହାଣ ପୁଡ଼ାରେ ବେସର ବା ଗୁଣା ଓ ବସୁଣୀ ଏବଂ ନାକର ବାଆଁ ପୁଡ଼ାରେ ଲଥ ପିନ୍ଧନ୍ତି। କିନ୍ତୁ ବଙ୍ଗଦେଶରେ ଡାହାଣ ପୁଡ଼ାରେ ଲଥ ଓ ବାଆଁ ପୁଡ଼ାରେ ବେସର ପିନ୍ଧାଯାଏ। ଏ ଲଥ ନାକର ଯେଉଁ ପୁଡ଼ାରେ ପିନ୍ଧାଯାଏ ସେହିପାଖର ଗାଲ ଉପରେ ଏହା ଲାଗିକରି ରହେ। ହିନ୍ଦୁସ୍ଥାନୀ ରମଣୀମାନେ ନାକର ବାଆଁ ପୁଡ଼ାରେ ଲଥ ପିନ୍ଧନ୍ତି। ଲଥ ବିଭିନ୍ନ ଆକୃତି ଓ କାରିଗରିବିଶିଷ୍ଟ। ଯଥା—
- ଦେ. ବି (ସଂ. ନସ୍ତ=ନାସିକ; ନାଥ=ନାସାପ୍ରୋତ ରଜ୍ଜୁ; ବା ନଟ୍ ଧାତୁ=ଦୋଦୁଲ୍ୟମାନ ହେବା) — କଡି(ଢ଼ି)ଲଥ—ଯେଉଁ ଲଥର ପରିଧିରେ ଛୋଟ ଛୋଟ ଫୁଲକଢ଼ି ପରି ସୁନାର କଢ଼ିମାନ ବସିଥାଏ।
- ଦେ. ବି (ସଂ. ନସ୍ତ=ନାସିକ; ନାଥ=ନାସାପ୍ରୋତ ରଜ୍ଜୁ; ବା ନଟ୍ ଧାତୁ=ଦୋଦୁଲ୍ୟମାନ ହେବା) — ଦକ୍ଷିଣି ଲଥ—ଦାକ୍ଷିଣାତ୍ୟ ଅଞ୍ଚଳରୁ ଦେଖା— ଦେଖି ଓ ଦେଶରେ ପ୍ରଚଳିତ ଚଉଡ଼ା ପରିଧିବିଶିଷ୍ଟ ଲଥ।
- ଦେ. ବି (ସଂ. ନସ୍ତ=ନାସିକ; ନାଥ=ନାସାପ୍ରୋତ ରଜ୍ଜୁ; ବା ନଟ୍ ଧାତୁ=ଦୋଦୁଲ୍ୟମାନ ହେବା) — ତାର ଲଥ ବା ମୋତି ଲଥ—ଗୋଟିଏ ତାରର ଚକ୍ର; ଏଥିର ମଝିରେ ଗୋଟିଏ ମୋତି ଲାଗିଥାଏ।]