ଲଡ଼୍ସ Laṟḍ̠-s
- ବୈଦେ. ବି (ଇଂ.) — ବିଲାତର ଜମିଦାର ଓ ସମ୍ଭ୍ରାନ୍ତ ବଂଶୀୟ ନାୟକଗଣ — The Lords
- ବୈଦେ. ବି (ଇଂ.) — ବିଲାତ ପାର୍ଲିଆମେଣ୍ଟର ଗୋଟିଏ ଅଙ୍ଗ — The house of Lords
- ବୈଦେ. ବି (ଇଂ.) — [ଦ୍ର—ଏମାନେ ଦୁଇ ଶ୍ରେଣୀରେ ବିଭକ୍ତ। ଯଥା—ରାଜ୍ୟାଧିକାରୀ ଲଡ଼୍ସ୍ — Lords Temporal.ଓ ଧର୍ମ ଦୃଷ୍ଟିରେ ଉଚ୍ଚ ପୁରୋହିତ—Lords Spiritual.ଏହି ଦୁଇଶ୍ରେଣୀର ଲର୍ଡ଼ମାନଙ୍କ ଦ୍ୱାରା ବିଲାତର ଶାସନ ସଭା ବା ପାର୍ଲିଆମେଣ୍ଟର ଗୋଟିଏ ଶାଖାHouse of Lordsଗଢ଼ା ଏହି ଲର୍ଡ଼ ଶବ୍ଦର ଅପଭ୍ରଂଶ ଲାଟ୍ ଭାରତର ଗଭର୍ଣ୍ଣର୍ ଜେନରଲ୍ମାନଙ୍କ ଉପାଧି ଲର୍ଡ ଥିବାରୁ ସାଧାରଣରେ ସେମାନଙ୍କୁ ବଡ଼ଲାଟ୍ ବା ଲାଟ୍ ବୋଲି ଭାଷାରେ ଅଭିହିତ କରାଯାଏ ଯଥା—ଲର୍ଡ ରିପନ୍, ଲର୍ଡ କର୍ଜନ୍]