ଲଠି Lathi

  • ଦେ. ବି (ସଂ. ଯଷ୍ଟି; ପ୍ରା. ଲଟ୍ଠି) — ଯଷ୍ଟି — Stick;
  • ଦେ. ବି (ସଂ. ଯଷ୍ଟି; ପ୍ରା. ଲଟ୍ଠି) — ମୋଟା ବାଡ଼ି; ଠେଙ୍ଗା — A stout stick; lathi, cudgel