ଲଟ Laṭa

  • ସଂ. ବି. (ଲଟ୍ ଧାତୁ=ଚାପଲ୍ୟାଦି ବାଳଭାବ ପ୍ରକାଶ କରିବା+ ଭାବ. ଅ) — ପ୍ରମାଦ ବଚନ; ଅନବହିତ ହୋଇ କଥା କହିବା — Foolish and careless talk
  • ସଂ. ବି. (ଲଟ୍ ଧାତୁ=ଚାପଲ୍ୟାଦି ବାଳଭାବ ପ୍ରକାଶ କରିବା+ ଭାବ. ଅ) — (+କର୍ତ୍ତୃ. ଅ) ପାଗଲ ବ୍ଯକ୍ତି — A mad man
  • ସଂ. ବି. (ଲଟ୍ ଧାତୁ=ଚାପଲ୍ୟାଦି ବାଳଭାବ ପ୍ରକାଶ କରିବା+ ଭାବ. ଅ) — ନିର୍ବୋଧ ବ୍ଯକ୍ତି — A fool; a blockhead (Apte)
  • ସଂ. ବି. (ଲଟ୍ ଧାତୁ=ଚାପଲ୍ୟାଦି ବାଳଭାବ ପ୍ରକାଶ କରିବା+ ଭାବ. ଅ) — ଚୌର — A thief; robber
  • ସଂ. ବି. (ଲଟ୍ ଧାତୁ=ଚାପଲ୍ୟାଦି ବାଳଭାବ ପ୍ରକାଶ କରିବା+ ଭାବ. ଅ) — (+କରଣ. ଅ) ଦୋଷ; ଅପରାଧ — Fault; defect (Apte)
  • ସଂ. ବି. (ଲଟ୍ ଧାତୁ=ଚାପଲ୍ୟାଦି ବାଳଭାବ ପ୍ରକାଶ କରିବା+ ଭାବ. ଅ) — ଅନର୍ଥ; ଅନିଷ୍ଟ; ଅତ୍ୟାଚାର — Oppression; injury
  • ସଂ. ବିଣ. ପୁଂ. — ଲମ୍ପଟ — Adulterous
  • ଦେ. ବି. (ସଂ. ଲଟ୍ୱ) — ଦୁର୍ଜନ ବ୍ଯକ୍ତି — A wicked person
  • ଦେ. ବି. (ସଂ. ଲଟ୍ୱ) — ଲମ୍ପଟ ବ୍ଯକ୍ତି — A lecher
  • ଦେ. ବି. (ସଂ. ଲଟ୍ୱ) — ଅଡ଼ୁଆ — Difficulty; trouble
  • ଦେ. ବି. (ସଂ. ଲଟ୍ୱ) — (ଉ—ତହିଁର କଳନ୍ତର ଲଟ ଲାଗି ରହିଛି। ଫକୀରମୋହନ. ଗଳ୍ପସ୍ୱଳ୍ପ।)
  • ଦେ. ବି. (ସଂ. ଲଟ୍ୱ) — (ସଂକଟ) କୌତୁକ — Fun