ଲଟ୍ ପଟ୍ Laṭ-paṭ

  • ପ୍ରାଦେ. (ସମ୍ବଲପୁର)ଅ. (ତୁଳ. ହି. ଲଟ୍ ପଟ୍= ଗୋଳମାଳ) — ଅତି କଷ୍ଟରେ — With much difficulty
  • ପ୍ରାଦେ. (ସମ୍ବଲପୁର)ଅ. (ତୁଳ. ହି. ଲଟ୍ ପଟ୍= ଗୋଳମାଳ) — ଗୋଳମାଳ — Confusion