ଲଟେଇ Latei
- ଦେ. ବି (ସଂ. ନର୍ତ୍ତକୀ) — ନଟେଇ; ଅରଟରେ କଟା ଯାଇଥିବା ସୂତାକୁ ଗୁଡ଼େଇ ରଖିବା ପାଇଁ ବ୍ଯବହୃତ ଏକାଧିକ କାଠିଯୁକ୍ତ ଯନ୍ତ୍ର — A reel
- ଦେ. ବି (ସଂ. ନର୍ତ୍ତକୀ) — [ଦ୍ର—ଏଥିର ଦେହରେ ଅରଟରୁ ଫିଟୁଥିବା ସୂତା ଗୁଡ଼େଇ ହେଲା ବେଳେ ଏହା ଘୂରୁଥାଏ ବା ନାଚିଲା ପରି ଦେଖା ଯାଉଥାଏ। ଏଥିପାଇଁ ଏପରି ନାମ ହୋଇଅଛି।]