ଲଟପଟ Laṭapaṭa

  • ଦେ. ବିଣ (ସଂ. ଲୁଣ୍ ଧାତୁ ବା ଲଟ୍ ଧାତୁ) — ଧୂଳି ବା କାଦୁଅ ବୋଳି ହୋଇଥିବା; ସରସର — Sameared (with dust or mud) all over the body
  • ଦେ. ବିଣ (ସଂ. ଲୁଣ୍ ଧାତୁ ବା ଲଟ୍ ଧାତୁ) — [ଉ—କୁତୀଟି ପୋଖରୀ ପଙ୍କରେ ପଡ଼ି ଲଟପଟ ହେଉଅଛି— ଫକୀରମୋହନ, ଛମାଣ ଆଠଗୁଣ୍ଠ।]
  • ଦେ. ବିଣ (ସଂ. ଲୁଣ୍ ଧାତୁ ବା ଲଟ୍ ଧାତୁ) — କାଦୁଅରେ ବା ଅଠାରେ ବା ଲାଳରେ ବିଶେଷଭାବରେ ଗୋଳାଇ ହୋଇଥିବା — Bedaubed with mud or gum or slime
  • ଦେ. ବିଣ (ସଂ. ଲୁଣ୍ ଧାତୁ ବା ଲଟ୍ ଧାତୁ) — (ଜଞ୍ଜାଳରେ) ଜଡ଼ିତ — Entangled
  • ଦେ. ବିଣ (ସଂ. ଲୁଣ୍ ଧାତୁ ବା ଲଟ୍ ଧାତୁ) — [ଉ—ହେବାରୁ ତୁମ୍ଭ ସ୍ନେହେ ଲଟପଟ, ଉତ୍ତମ ପକ୍ଷ ଛାଡ଼ିବାର ଘଟ—କବିସୂର୍ଯ୍ୟ, ସଙ୍ଗୀତ।]
  • ଦେ. ବିଣ (ସଂ. ଲୁଣ୍ ଧାତୁ ବା ଲଟ୍ ଧାତୁ) — କାଦୁଅ ଓ ପଙ୍କରେ ଲୁଣ୍ଠିତ — Wallowing in mud or dust
  • ଦେ. ବି — ଅଡ଼ୁଆ; ଜଞ୍ଜାଳ; ଗୋଳମାଳ — Complication
  • ଦେ. ବି — ଆସକ୍ତି; ଦୁଇଜଣଙ୍କ ମଧ୍ୟରେ ପ୍ରଣୟ— ଜନିତ ସମ୍ବନ୍ଧ — Attachment due to love