ଲଟକ Lataka

  • ସଂ. ବି. ପୁଂ (ଲଟ୍ ଧାତୁ=ଚାପଲ୍ୟାଦି ବାଳଭାବ ପ୍ରକାଶ କରିବା +କର୍ତ୍ତୃ. ଅକ) — ଖଳ; ଦୁର୍ଜନବ୍ଯକ୍ତି; ଅସାଧୁ ବ୍ଯକ୍ତି — A wicked man; a rogue; a rascal (Apte)