ଲଟକନ Laṭakana
- ଦେ. ବି — ବୃକ୍ଷାରୋହୀ ବର୍ଗର 6 । 7 ଆଙ୍ଗୁଳ ଦୀର୍ଘ ପକ୍ଷିବିଶେଷ — ବୃକ୍ଷାରୋହୀ ବର୍ଗର67ଆଙ୍ଗୁଳ ଦୀର୍ଘ ପକ୍ଷିବିଶେଷ— A kind of bird; Loriquet; Loriculis Vernatis
- ଦେ. ବି — [ଦ୍ର—ଏମାନେ ଶୁଆଜାତୀୟ, କିନ୍ତୁ ଶୁଆଠାରୁ ଛୋଟ। ଏମାନେ ଟିଆ ପରି, କିନ୍ତୁ ଟିଆ ଅପେକ୍ଷା ଏମାନଙ୍କ ଥଣ୍ଟ ଛୋଟ ଓ ଚେପ୍ଟା; ଲାଞ୍ଜ ଛୋଟ ଓ ପ୍ରାୟ ଗୋଲ; ମୁଣ୍ଡ ସାଗୁଆ; ପକ୍ଷ ରକ୍ତବର୍ଣ୍ଣ; ଏହାର ଅନ୍ଯ ନାମ "ଲାଲ୍ମନ୍ ତୋତା"।]