ଲଞ୍ଜ Lan̄ja

  • ସଂ. ବି (ଲଞ୍ଜ୍ ଧାତୁ=ବଳିଷ୍ଠ ହେବା, ବେଷ୍ଟନ କରିବା ଇତ୍ୟାଦି+କର୍ତ୍ତୃ. ଅ) — ପାଦ; ଚରଣ — Leg; foot
  • ସଂ. ବି (ଲଞ୍ଜ୍ ଧାତୁ=ବଳିଷ୍ଠ ହେବା, ବେଷ୍ଟନ କରିବା ଇତ୍ୟାଦି+କର୍ତ୍ତୃ. ଅ) — (+କରଣ. ଅ) କଚ୍ଛା; କଚ୍ଛ; କକ୍ଷା — Tucked end of a loin cloth; the end of the loin cloth tucked down to the back side of the waist
  • ସଂ. ବି (ଲଞ୍ଜ୍ ଧାତୁ=ବଳିଷ୍ଠ ହେବା, ବେଷ୍ଟନ କରିବା ଇତ୍ୟାଦି+କର୍ତ୍ତୃ. ଅ) — ଲାଞ୍ଜ, ଲାଙ୍ଗୁଡ଼; ପୁଚ୍ଛ — Tail
  • ସଂ. ବି (ଲଞ୍ଜ୍ ଧାତୁ=ବଳିଷ୍ଠ ହେବା, ବେଷ୍ଟନ କରିବା ଇତ୍ୟାଦି+କର୍ତ୍ତୃ. ଅ) — ଅନିଦ୍ରା — Sleeplessness
  • ସଂ. ବି (ଲଞ୍ଜ୍ ଧାତୁ=ବଳିଷ୍ଠ ହେବା, ବେଷ୍ଟନ କରିବା ଇତ୍ୟାଦି+କର୍ତ୍ତୃ. ଅ) — (+ଭାବ. ଅ) ଲାମ୍ପଟ୍ୟ — Lechery; adultery
  • ସଂ. ବି (ଲଞ୍ଜ୍ ଧାତୁ=ବଳିଷ୍ଠ ହେବା, ବେଷ୍ଟନ କରିବା ଇତ୍ୟାଦି+କର୍ତ୍ତୃ. ଅ) — ସ୍ରୋତଃ — Current
  • ସଂ. ବି (ଲଞ୍ଜ୍ ଧାତୁ=ବଳିଷ୍ଠ ହେବା, ବେଷ୍ଟନ କରିବା ଇତ୍ୟାଦି+କର୍ତ୍ତୃ. ଅ) — (ସ୍ତ୍ରୀ) ଲକ୍ଷ୍ମୀ (ହି. ଶ. ବିଶ୍ୱକୋଷ) — The Goddess Lakshmī; prosperity; affluence