ଲଛା Lachhā

  • ଦେ. ବି (ସଂ. ଲକ୍ଷ) — ତୁଳନା; ଉପମା — Comparison
  • ଦେ. ବି (ସଂ. ଲକ୍ଷ) — ସାଦୃଶ୍ୟ — Similarity
  • ଦେ. ବି (ସଂ. ଲକ୍ଷ) — ନମୁନା; ମଛା — Sample
  • ଦେ. ବି (ସଂ. ଲକ୍ଷ) — ଲାଛିବା; ବଳଦ ଆଦିଙ୍କ ଦେହରେ ତପ୍ତ ଲୌହ ଶଳାକା ଦ୍ୱାରା ଦାଗ ଦେବା — Searing the bodies of cattle with hot iron
  • ଦେ. ବି (ସଂ. ଲକ୍ଷ) — ବନ୍ଧୁକ ମାରିବା — Shooting
  • ଦେ. ବି (ସଂ. ଲକ୍ଷ) — ବନ୍ଧୁକ ଦ୍ୱାରା ଲକ୍ଷ କରିବା — Aiming with a gun at a target
  • ଦେ. ବି (ସଂ. ଲକ୍ଷ) — (ପାନବରଜୀ ଭାଷା) ପାନକୁ ବିକ୍ରୟ ପାଇଁ ସଜାଇ ରଖିବା କ୍ରିୟା — Sorting of betel leaves for sale
  • ଦେ. ବି (ସଂ. ଲକ୍ଷ) — (ସଂ. ଗୁଚ୍ଛ) ସୂତା ଆଦିର ବିଡ଼ା — Bundle (of thread)
  • ଦେ. ବି (ସଂ. ଲକ୍ଷ) — ଦୁଧ ଉପରେ ପଡ଼ିବା ଶର — Cream
  • ପ୍ରାଦେ. (ଗଞ୍ଜାମ) ବି — ମେଷ (ବୈଶାଖ) ସଂକ୍ରାନ୍ତି ଦିନ ଶିଶୁମାନଙ୍କ ପେଟରେ ଚଡ଼ୁ ଦେବା — Cauterising the belly of children on the 1st day of Bāīṣākha
  • ପ୍ରାଦେ. (ଗଞ୍ଜାମ) ବି — [ଦ୍ର—ଚଡ଼ୁ କାଠିକୁ ନିଆଁରେ ପଚାଇ ଶିଶୁମାନଙ୍କ ପେଟରେ ଲାଛି ଦେଲେ (ଚଡ଼୍ର ଦେଲେ) ପେଟରେ ଶିରା ଦୋଷ ଓ ନାଡ଼ୀ ଦୋଷ ଦେଖାଯାଏ ନାହିଁ। ଦୈନିକ ଆଶା— 26 । 4 । 34 ] — [ଦ୍ର—ଚଡ଼ୁ କାଠିକୁ ନିଆଁରେ ପଚାଇ ଶିଶୁମାନଙ୍କ ପେଟରେ ଲାଛି ଦେଲେ (ଚଡ଼୍ର ଦେଲେ) ପେଟରେ ଶିରା ଦୋଷ ଓ ନାଡ଼ୀ ଦୋଷ ଦେଖାଯାଏ ନାହିଁ ଦୈନିକ ଆଶା—26434]
  • ଦେ. ବିଣ. — ସଦୃଶ — Similar