ଲଛମା Lachhamā

  • ଦେ. ବି. (ସଂ. ଲକ୍ଷ୍ମୀର ହିନ୍ଦୁସ୍ଥାନୀ ଉଚ୍ଚାରଣ) — ସ୍ୱର୍ଗୀୟ ଫକୀରମୋହନଙ୍କ କୃତ ଉପନ୍ୟାସ ବିଶେଷ — The title of a novel by Phakīramohana and name of its heroine
  • ଦେ. ବି. (ସଂ. ଲକ୍ଷ୍ମୀର ହିନ୍ଦୁସ୍ଥାନୀ ଉଚ୍ଚାରଣ) — ସ୍ତ୍ରୀମାନଙ୍କୁ ଦିଆଯିବା ନାମ — A name given to females