ଲଙ୍ଘା Laṅghā

  • ଦେ. ବିଣ. (ସଂ. ନଗ୍ନ) — କୋଷରୁ ମୁକ୍ତ (ଖଡ଼୍ଗାଦି); ଉନ୍ମୁକ୍ତ — Naked; unsheathed (sword etc); drawn; open
  • ଦେ. ବିଣ. (ସଂ. ନଗ୍ନ) — [ଉ— ହାତରେ ବଙ୍କା ବଙ୍କା ଲଙ୍ଘା ତରବାରି। ଫକୀରମୋହନ, ଗଳ୍ପସ୍ୱଳ୍ପ।]
  • ଦେ. ବିଣ. (ସଂ. ନଗ୍ନ) — (ସଂ. ଲମ୍ବ)—ଦଣ୍ଡବତ୍ ଲମ୍ବୀକୃତ — Straightened
  • ଦେ. ବିଣ. (ସଂ. ନଗ୍ନ) — (ଯଥା—ତତେ ମାଡ଼ମାରି ଭୂଇଁରେ ଲଙ୍ଘା କରି ଶୁଆଇ ଦେବି।)
  • ଦେ. ବିଣ. (ସଂ. ନଗ୍ନ) — (ସଂ. ଲଙ୍ଘନ) ବହୁକାଳ ଉପବାସ ଯୋଗୁଁ ଶୀର୍ଣ୍ଣ; ହାଲିଆ — Reduced or weakened through long fasting
  • ଦେ. ବିଣ. (ସଂ. ନଗ୍ନ) — (ଯଥା—ମୁଁ ତିନିଦିନ ଉପବାସରେ ଲଙ୍ଘା ହୋଇ ଗଲିଣି।)
  • ଦେ. ବିଣ. (ସଂ. ନଗ୍ନ) — ଉପବାସୀ — Fasting
  • ଦେ. ବି — ନଙ୍ଘା (ଦେଖ) — [synonym(s):ফ্রকफराक]. Naṅghā (See)
  • ଦେ. ବି — ସ୍ତ୍ରୀମାନଙ୍କର ବେକ— ଠାରୁ ଗୋଡ଼ ପର୍ଯ୍ୟନ୍ତ ଲମ୍ବିଥିବା କୁରୁତା; ଫ୍ରକ୍ — Frock; woman's gown