ଲଙ୍ଗ୍ Laṅg

  • ବୈଦେ. ବିଣ. (ଇଂ.) — ଲମ୍ବା — Long
  • ବୈଦେ. ବିଣ. (ଇଂ.) — [ଦ୍ର—ଏହା ଅନ୍ଯ ଶବ୍ଦମାନଙ୍କ ସହିତ ଯୁକ୍ତ ହୁଏ। ଯଥା—ଲଙ୍ଗ୍ କୋଟ୍, ଲଙ୍ଗ ବୋଟ୍ ଇତ୍ୟାଦି।]