ଲଘ୍ୱୀ Laghwī

  • ସଂ. ବିଣ. ସ୍ତ୍ରୀ (ଲଘୁ+ସ୍ତ୍ରୀ ଈ) — ଲଘୁର ସ୍ତ୍ରୀଲିଙ୍ଗ — Feminine of Laghu
  • ସଂ. ବିଣ. ସ୍ତ୍ରୀ (ଲଘୁ+ସ୍ତ୍ରୀ ଈ) — [ଦ୍ର—ଲଘୁ ଶବ୍ଦର ସ୍ତ୍ରୀଲିଙ୍ଗରେ ଲଘ୍ୱୀ ଓ ଲଘୁ ହୁଏ।]
  • ସଂ. ବି — ମୃଦ୍ୱୀ ବା ସୁକୁମାରୀ ସ୍ତ୍ରୀ — A delicate woman
  • ସଂ. ବି — ବଦରୀ ଫଳ (ହି. ଶ.) — Jujube berry
  • ସଂ. ବି — ପିଡ଼ଙ୍ଗ ଶାଗ (ହି. ଶ.) — Trigonella Corniculata
  • ସଂ. ବି — ହାଲୁକା ଛୋଟ ଶଗଡ଼ — A light cart (Apte)
  • ସଂ. ବି — ସ୍ତ୍ରୀବାହକ ଯାନ ବିଶେଷ; ଖଟିଆ; ଡୋଲି — A light sedan chair for carrying females