ଲଗ୍ଗି Laggi
- ଦେ. ବି (ସଂ. ଲଗୁଡ଼) — ଉଚ୍ଚ ଗଛରୁ ଫଳ ଆଦି ତୋଳିବା ପାଇଁ ଅଙ୍କୁଶ ଯୁକ୍ତାଗ୍ର ବଂଶ ଦଣ୍ଡ, ଆଙ୍କୁଡ଼ି — A pole attached with a hook at its end and used in plucking fruits etc from high trees, a long hook for plucking fruits
- ଦେ. ବି (ସଂ. ଲଗୁଡ଼) — ଆଙ୍କୁଶାଗ୍ର ନୌକା— ଚାଳନ ଦଣ୍ଡ; ଆଙ୍କୁଶାବାଲା କାତ — A boat hook