ଲଗାଉ Lagāu

  • ଦେ. ବି. (ସଂ. ଲଗ୍ନ) — ଲଗାଲଗି ଅବସ୍ଥା — Continuity
  • ଦେ. ବି. (ସଂ. ଲଗ୍ନ) — ସମ୍ପର୍କ — Connection
  • ବିଣ — ସଂଲଗ୍ନ — Attached
  • ବିଣ — ସମ୍ପୃକ୍ତ — Connected
  • ବିଣ — ଅବିଶ୍ରାନ୍ତ — Continuous