ଲଗାଇ Lagai

  • ଦେ. ଅ — ଲଗାଏତ୍ —(ଦେଖ) — Lagāet (See)
  • ଦେ. ଅ — ମିଶାଇ — By joining together; including
  • ଦେ. ଅ — [ଉ— ତାକୁ ଲଗାଇ ତିନି ପ୍ରାଣୀ— ଫକୀରମୋହନ, ଛମାଣ ଆଠଗୁଣ୍ଠ।]