ଲକ୍ଷୀ Lakshi

  • ଗ୍ରା. ବି (ସଂ. ଲକ୍ଷ୍ମୀ; ପ୍ରା. ଲଖ୍ଖୀ) — (ସ୍ତ୍ରୀ) ଲକ୍ଷ୍ମୀଦେବୀ — Goddess Lakshmī
  • ଗ୍ରା. ବି (ସଂ. ଲକ୍ଷ୍ମୀ; ପ୍ରା. ଲଖ୍ଖୀ) — (ପୁଂ.) ଲକ୍ଷ୍ମୀଧରର ଡାକ ନାମ — Name for calling Lakshmīdhara
  • ଗ୍ରା. ବି (ସଂ. ଲକ୍ଷ୍ମୀ; ପ୍ରା. ଲଖ୍ଖୀ) — (ସ୍ତ୍ରୀ) ଲକ୍ଷ୍ମୀନାମ୍ନୀ ସ୍ତ୍ରୀର ଡାକ ନାମ — Name for calling a woman whose name is Lakshmī