ଲକ୍ତକ Laktaka

  • ସଂ. ବି (ଲକ୍ ଧାତୁ= ଆଚ୍ଛାଦନ କରିବା+କର୍ମ. ତ= ଲକ୍ତ +ସ୍ୱାର୍ଥେ. କ — ଛିଣ୍ଡା କନା; ଜୀର୍ଣ୍ଣବସ୍ତ୍ର; ନେଙ୍କେଡ଼ା; ଲତାକନା — Rags
  • ସଂ. ବି (ଲକ୍ ଧାତୁ= ଆଚ୍ଛାଦନ କରିବା+କର୍ମ. ତ= ଲକ୍ତ +ସ୍ୱାର୍ଥେ. କ — (+କରଣ ତ+କ)ଅଳକ୍ତକ; ଅଳତା — Lac dye