ଲକଟ୍ Lakaṭ

  • ବୈଦେ. ବି (ଇଂ. ଲକ୍ୱଟ୍; ଚୀନଦେଶୀୟ ଭାଷାରୁ ଗୃହୀତ; ତୁଳ ସ. ଲକୁଚ=ଜେଉଟ ଫଳ) — ଗୋଲାପ ଜାମୁ ବର୍ଗର ଛୋଟ ଫଳ ତରୁ ବିଶେଷ; ଲୋକଟ — Loquat; a fruit tree, Eriobotria Japonica
  • ବୈଦେ. ବି (ଇଂ. ଲକ୍ୱଟ୍; ଚୀନଦେଶୀୟ ଭାଷାରୁ ଗୃହୀତ; ତୁଳ ସ. ଲକୁଚ=ଜେଉଟ ଫଳ) — [ଦ୍ର—ଏହା ଚୀନ ଓ ଜାପାନରୁ ଏ ଦେଶକୁ ଆନୀତ; ବସନ୍ତ କାଳରେ ଫଳ ପାଚେ। ଫଳ ଈଷତ୍ ହଳଦିଆ ଓ ଭକ୍ଷ୍ୟ। (ଲୋକାଟ୍ ଦେଖ)