ଲଉଲୀ Laulī

  • ଦେ. ବିଣ. ସ୍ତ୍ରୀ (ସଂ. ନବ ବା ଲୌଲ୍ୟ) — ନବୀନା (ସ୍ତ୍ରୀ) — New
  • ଦେ. ବିଣ. ସ୍ତ୍ରୀ (ସଂ. ନବ ବା ଲୌଲ୍ୟ) — କୋମଳା (ସ୍ତ୍ରୀ) — Soft; tender
  • ଦେ. ବିଣ. ସ୍ତ୍ରୀ (ସଂ. ନବ ବା ଲୌଲ୍ୟ) — ପତଳା (ସ୍ତ୍ରୀ) — Thin
  • ଦେ. ବିଣ. ସ୍ତ୍ରୀ (ସଂ. ନବ ବା ଲୌଲ୍ୟ) — ଯୁବତୀ — Youthful; young (woman)
  • ଦେ. ବିଣ. ସ୍ତ୍ରୀ (ସଂ. ନବ ବା ଲୌଲ୍ୟ) — ପତଳାଶରୀରବିଶିଷ୍ଟ — Slender-bodied
  • ଦେ. ବିଣ. ସ୍ତ୍ରୀ (ସଂ. ନବ ବା ଲୌଲ୍ୟ) — କୋମଳଶରୀରବିଶିଷ୍ଟ; ସୁକୁମାରୀ — Soft-bodied