ଲଇ ପଳାଶ Lai paḻāṡa

  • ପ୍ରାଦେ (ଗଡ଼ାଜାତ) ବି (ସଂ. ଲତା ପଳାଶ) — ଖୁବ୍ ସାନ ପତ୍ର ଓ ସାନ ସାନ ଫୁଲ ବିଶିଷ୍ଟ ଏକ ପ୍ରକାର ଲଟାଳିଆ ପଳାଶ ଗଛ — A species of Palāṡa tree having smaller leaves and smaller flowers