ଲଅ ବିରି La-a biri

  • ଦେ. ବି (ସଂ. ଲତା ଓ ବ୍ରୀହି) — ବିରି ବିଶେଷ — A species of Birhi pulse
  • ଦେ. ବି (ସଂ. ଲତା ଓ ବ୍ରୀହି) — [ଦ୍ର— ଏହାର ଗଛ ସାଧାରଣ ବିରି ଗଛ ଅପେକ୍ଷା ବେଶି ଲଟାଳିଆ, ଏହାକୁ ନଅ ବିରି ମଧ୍ୟ କହନ୍ତି।]