ରୟ Raya

  • ସଂ. ବି (ରୟ୍ ଧାତୁ+ଭାବ ଅ) — ବେଗ — Velocity
  • ସଂ. ବି (ରୟ୍ ଧାତୁ+ଭାବ ଅ) — ଦ୍ରୁତତା — Fleetness; swiftness
  • ସଂ. ବି (ରୟ୍ ଧାତୁ+ଭାବ ଅ) — ପ୍ରବାହ; ସ୍ରୋତ; ଜଳଧାରା — A stream of water; current