ରୟିଷ୍ଟ Rayishṭa

  • ସଂ. ବିଣ (ରୟ+ଅତିଶୟାର୍ଥେ ଇଷ୍ଟ) — ଅତି ଦ୍ରୁତ — Very fleet swift
  • ସଂ. ବି — କୁବେର — The God of wealth
  • ସଂ. ବି — ବ୍ରହ୍ମା — Brahmā, the Creator
  • ସଂ. ବି — ଅଗ୍ନି; ଅନଳ — Fire