ରଡ଼ ରଡ଼ Raṟḍ̠a raṟḍ̠a
- ଦେ. ଅ (ଧ୍ୱନ୍ୟନୁକରଣ) — ବଡ଼ ଡାଳ ଆଦି ଭାଙ୍ଗି ପଡ଼ିବାବେଳେ ଉତ୍ପନ୍ନ ଉପର୍ଯ୍ୟୁପରି ଉଚ୍ଚ ଶବ୍ଦ — High repeated cracking sounds (as of big boughs breaking down)
- ଦେ. ଅ (ଧ୍ୱନ୍ୟନୁକରଣ) — କଠିନ ପଦାର୍ଥକୁ ଚୋବାଇବାର ଉଚ୍ଚ କର୍କଶଶବ୍ଦ; କଡ଼ମଡ଼; ଭଡ଼ଭଡ଼; — A jarring sound produced by chewing hard things
- ଦେ. ଅ (ଧ୍ୱନ୍ୟନୁକରଣ) — [ଦ୍ର—'ରଡ଼ରଡ଼' 'ମଡ଼ମଡ଼' ଠାରୁ କର୍କଶତର ଶବ୍ଦ। ରଡ଼ରଡ଼ ରୁଡ଼ୁରୁଡ଼ୁ ଠାରୁ ଉଚ୍ଚତର ଶବ୍ଦ। ରଡ଼ରଡ଼ ରଟରଟଠାରୁ ଉଚ୍ଚତର ଶବ୍ଦ।]
- ଦେ. ଅ (ଧ୍ୱନ୍ୟନୁକରଣ) — କ୍ରୋଧରେ ମୁଖବିକୃତ ଓ ଦାନ୍ତ କଡ଼ମଡ଼ କରି ଅସ୍ଥିର ହେବା — Grinding one's teeth in rage
- ଦେ. ଅ (ଧ୍ୱନ୍ୟନୁକରଣ) — [ଉ— ପଡ଼ୁଶୁଣୀ ଘର ପିଠା ଦେଖି ମନ ରବେଇ ଖବେଇ, ଘଷି ଫଡ଼ାଏ ଗୁଡ଼ ଲଗେଇ ରଡ଼ମ(ର)ଡ଼ ଚୋବେଇ। ଢଗ।]