ରୋଷୀ Roshī

  • ସଂ. ବିଣ. ପୁଂ. (ରୋଷ+କର୍ତ୍ତୃ. ଇନ୍) — କ୍ରୋଧସ୍ୱଭାବ; କୋପନ ପ୍ରକୃତି; ରାଗୀ; କ୍ରୁଦ୍ଧ — Of an irritable temper; irascible; fretful
  • ସଂ. ବିଣ. ପୁଂ. (ରୋଷ+କର୍ତ୍ତୃ. ଇନ୍) — [ଉ— ଶାଲ୍ୱ ଉପରକୁ ବିନ୍ଧିଲି ହୋଇ ରୋଷୀ। କୃଷ୍ଣସିଂହ. ମହାଭାରତ. ବନ।]