ରୋଳମ୍ବ Roḻamba

  • ସଂ. ବି (ରୁ= ଳବ୍ଦ+ଲନବ୍ ଧାତୁ=ଗମନ କରିବା+ କର୍ତ୍ତୃ. ଅ) — ଭ୍ରମର — A black bee
  • ସଂ. ବି (ରୁ= ଳବ୍ଦ+ଲନବ୍ ଧାତୁ=ଗମନ କରିବା+ କର୍ତ୍ତୃ. ଅ) — ଶୁଷ୍କ ଭୂମି — A dry or dried soil (M. W.)
  • ସଂ. ବିଣ — ଅବିଶ୍ୱାସୀ — Faithless; treacherous