ରୋଲ୍ Rol

  • ବୈଦେ. ବି (ଇଂ. ରୋଲର୍; ରୁଲର୍) — ଗୋଲ ଠେଙ୍ଗଣୀ — A baton
  • ବୈଦେ. ବି (ଇଂ. ରୋଲର୍; ରୁଲର୍) — କାଗଜ ଉପରେ ଗାର ପକାଇବାର ନିୟାମକ ଗୋଲ ଠେଙ୍ଗଣି — A ruler