ରୋମକ Romaka
- ସଂ. ବି (ରୋମ+କ) — ପ୍ରାଚୀନ ରୋମ ନଗର — The ancient city of Rome
- ସଂ. ବି (ରୋମ+କ) — ପ୍ରାଚୀନ ଗ୍ରୀସ୍ ସାମ୍ରାଜ୍ୟ — Ancient Greece
- ସଂ. ବି (ରୋମ+କ) — [ଦ୍ର—ପ୍ରାଚୀନ ରୋମ, ଗ୍ରୀସ୍, ତୁରଷ୍କ ଆଦି ଦେଶକୁ ଆର୍ଯ୍ୟମାନେ ରୋମକ ନାମରେ ଡାକୁଥିଲେ।]
- ସଂ. ବି (ରୋମ+କ) — ରୋମ ନଗର ଅଧିବାସୀ — A Roman
- ସଂ. ବି (ରୋମ+କ) — (ରୁମାବତୀ ନଦୀରୁ ଉତ୍ପନ୍ନ ହେଉଥିବାରୁ) ସଚଳ ଲବଣ; ପାଂଶୁ ଲବଣ; ଶାମ୍ବର ଲବଣ — A kind of lake-salt from the Sambhar lake of Rajputana
- ସଂ. ବି (ରୋମ+କ) — ଅୟସ୍କାନ୍ତମଣି — A kind of gem
- ସଂ. ବି (ରୋମ+କ) — ଜ୍ୟୋତିଷର ସିଦ୍ଧାନ୍ତ ଗ୍ରନ୍ଥବିଶେଷ — Name of an ancient Aryan astronomical treatise
- ସଂ. ବି (ରୋମ+କ) — (ନାମ) ରୋମକସିଦ୍ଧାନ୍ତର ସଙ୍କଳୟତା — Name of an ancient astronomer (M. W.)