ରୋପିତ Ropita

  • ସଂ. ବିଣ (ରୁହ୍ ଧାତୁ ଣିଜନ୍ତ+କର୍ମ. ତ) — କୃତ— ରୋପଣ; ପୋତା ହୋଇଥିବା — Planted
  • ସଂ. ବିଣ (ରୁହ୍ ଧାତୁ ଣିଜନ୍ତ+କର୍ମ. ତ) — ଆରୋପିତ — Set; fixed
  • ସଂ. ବିଣ (ରୁହ୍ ଧାତୁ ଣିଜନ୍ତ+କର୍ମ. ତ) — ଅର୍ପିତ — Entrusted
  • ସଂ. ବିଣ (ରୁହ୍ ଧାତୁ ଣିଜନ୍ତ+କର୍ମ. ତ) — ଯାହା ବଢ଼ିବାର ଉପାୟ କରା ଯାଇଥାଏ; ଆବାଦ କରା ଯାଇଥିବା — Caused to grow; raised (as a crop) (M. W.)
  • ସଂ. ବିଣ (ରୁହ୍ ଧାତୁ ଣିଜନ୍ତ+କର୍ମ. ତ) — ଯେଉଁ ଶରକୁ ଲକ୍ଷ୍ୟ ଆଡ଼କୁ ପ୍ରଯୁକ୍ତ କରା ଯାଇଥାଏ — Directed; aimad (as an arrow) (M. W.)
  • ସଂ. ବିଣ (ରୁହ୍ ଧାତୁ ଣିଜନ୍ତ+କର୍ମ. ତ) — ଅଳଙ୍କାର ଆଦିରେ ବସା ଯାଇଥିବା; ଖଚିତ — Set (as a jewel) (M. W.)