ରୋପକ Ropaka

  • ସଂ. ବିଣ. ପୁଂ. (ରୁହ୍ ଧାତୁ ଣିଚ୍, ରୋପି ଧାତୁ+କର୍ତ୍ତୃ. ଅକ) — ରୋପଣକାରୀ — Planting
  • ସଂ. ବି — କୃଷକ — Planter
  • ସଂ. ବି — ଧାତୁର ବଟକରା ବା ମୁଦ୍ରା — A weight of metal or coin. (M. W.)
  • ସଂ. ବି — [ଦ୍ର—ଏହା ଏକ ସୁବର୍ଣ୍ଣ ଓଜନର 70 ଭାଗରୁ ଏକ ଭାଗ।] — [ଦ୍ର—ଏହା ଏକ ସୁବର୍ଣ୍ଣ ଓଜନର70ଭାଗରୁ ଏକ ଭାଗ]
  • ସଂ. ବି — ଗଛ ରୋଇବା ବ୍ୟକ୍ତି — Transplanter of plants or seedlings
  • ସଂ. ବି — ମଞ୍ଜି ବୁଣାଳି ବ୍ୟକ୍ତି — A sower of seeds