ରୋଦସୀ Rodasī

  • ସଂ. ବି. ସ୍ତ୍ରୀ (ରୋଦସ୍+ଈ) — ପୃଥିବୀ — The earth
  • ସଂ. ବି. ସ୍ତ୍ରୀ (ରୋଦସ୍+ଈ) — ଆକାଶ — The sky
  • ସଂ. ବି. ସ୍ତ୍ରୀ (ରୋଦସ୍+ଈ) — ପୃଥିବୀ ଓ ଆକାଶ ଉଭୟ — Both the earth and the sky