ରୋଟି Roṭi

  • ସଂ. ବି. (ରୁଟ୍ ଧାତୁ+ଦୀପ୍ତି ପାଇବା+କର୍ତ୍ତୃ. ଇ) — ରୁଟି; ଗୋଧୂମ ଚୂର୍ଣ୍ଣରେ ପାଣି ମିଶାଯାଇ ଦଳାଯାଇ ତହିଁରୁ ପ୍ରସ୍ତୁତ କରାଯିବା ପିଠା — Thin bread