ରୋଗହ Rogaha

  • ସଂ. ବିଣ (ରୋଗ+ହନ୍ ଧାତୁ+କର୍ତ୍ତୃ. ଅ; କ୍ୱିପ୍) — ରୋଗଘ୍ନ; ରୋଗନାଶକ — Curing disease
  • ସଂ. ବି — ବୈଦ୍ୟ — Physician