ରୋଗନ୍ Rogan

  • ବୈଦେ ବି (ଫା. ରୋଗନ୍) — ବାର୍ଣ୍ଣିସ୍ — Varnish; french polish
  • ବୈଦେ ବି (ଫା. ରୋଗନ୍) — ଜିନ୍ ଆଦିର ଚମଡ଼ାକୁ ଚକ୍ ଚକ୍ କରିବା ନିମନ୍ତେ ବ୍ଯବହୃତ ସ୍ନେହ ପଦାର୍ଥ — Leather polish