ରୋକ୍ Rok

  • ଦେ. ବି.—(ସଂ. ରୋଧ) — ନିଷେଧ କରିବା — Forbidding; prohibiting;
  • ଦେ. ବି.—(ସଂ. ରୋଧ) — ରୋଧ; ଅଟକ; ବାଧା ଦେବା — Restraint; cbstruction; stoppage
  • ଦେ. ବି.—(ସଂ. ରୋଧ) — ଗତିରେ ବାଧା ଦେବା — Restraining a person or animal from moving
  • ଦେ. ବି.—(ସଂ. ରୋଧ) — ଜାତିରୁ ଅଟକ; ସାମାଜଚ୍ୟୁତି — Excommunication from society or caste; ostracism
  • ଦେ. ବି.—(ସଂ. ରୋଧ) — କୌଣସି କାର୍ଯ୍ୟକୁ କିଛିକାଳ ପାଇଁ ବନ୍ଦ କରିବା — Temporary stoppage of any work
  • ଦେ. ବି.—(ସଂ. ରୋଧ) — (ସଂ. ରୋକ=ନଗଦ କିଣାବିକା) ନଗଦ ଦାମରେ ବିକ୍ରି ଖରିଦ ଆଦି କାରବାର — Cash transaction