ରୋକା Rokā
- ବୈଦେ. ବି (ଫା. ରୋକ୍କା; ତୁଳ. ସଂ. ରୋକ=ନଗଦ ଟଙ୍କାରେ ବସ୍ତୁ କ୍ରୟ) — ନଗଦ ଟଙ୍କା ଋଣ କରିବା ଖାତକ ମହାଜନଙ୍କୁ ଲେଖିଦେବା ଦଲିଲ; ହେଣ୍ଡ୍ନୋଟ୍; ଗୋଜା — Handnote; promissory note hundi
- ବୈଦେ. ବି (ଫା. ରୋକ୍କା; ତୁଳ. ସଂ. ରୋକ=ନଗଦ ଟଙ୍କାରେ ବସ୍ତୁ କ୍ରୟ) — ପତ୍ରବାହକକୁ ଟଙ୍କା ଦେବା ପାଇଁ ବରାଦି ଚିଠି; ହୁଣ୍ଡୀ — A letter directing payment of cash to the bearer
- ବୈଦେ. ବି (ଫା. ରୋକ୍କା; ତୁଳ. ସଂ. ରୋକ=ନଗଦ ଟଙ୍କାରେ ବସ୍ତୁ କ୍ରୟ) — ଟଙ୍କା ପାଇବା ବ୍ଯକ୍ତି ଟଙ୍କା ଦେବା ବ୍ଯକ୍ତିକୁ ଯେଉଁ ରସିଦ ଦିଏ — Receipt; written acknowledgement of receipt of money
- ଦେ. ବି — (ସଂ. ରୋଧ) ରୋକିବା; ଅଟକାଇବା; ବାଧା ଦେବା — Obstructing; restraining
- ଦେ. ବିଣ (ସଂ. ରୋଧ) — ଅଟକା ଯାଇଥିବା; ରୋକା ହୋଇଥିବା — Restrained: obstructed